Breaking-news

କୁଖ୍ୟାତ ଅପରାଧୀ ହାଇଦର୍ କୁ ଏନକାଉଣ୍ଟର

ଜନତା ଟାଇମ୍ସ ବିୟୁରୋ : ଗ୍ୟାଙ୍ଗଷ୍ଟାର ହାଇଦରକୁ ଏନକାଉଣ୍ଟର । ଚୌଦ୍ୱାର ଜେଲ୍ ରୁ ବାରିପଦା ଜେଲ୍ ନିଆଯାଉଥିବା ସମୟରେ ହାଇଦରକୁ ଏନକାଉଣ୍ଟର କରାଯାଇଛି । ଖସି ଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଗୁଳି ମାରିଥିବାର ସୂଚନା ମିଳୁଛି ।

ଗତ କିଛି ଦିନ ପୂର୍ବେ କଟକ ଏସସିବିରୁ ଫେରାର ହୋଇଯାଇଥିଲା ହାଇଦର । ଓ ପରେ ତେଲେଙ୍ଗାନା ସଙ୍ଗାରେଡ୍ଡୀ ଜିଲ୍ଲାରୁ ଗିରଫ ହୋଇଥିଲା । ବାଲେଶ୍ୱର ସିମୁଳିଆ ରାସ୍ତାରେ ପୋଲିସ ଏନକାଉଣ୍ଟର କରିଥିବାର ସୂଚନା । ବାରମ୍ବାର ଖସିବାକୁ ଚେଷ୍ଟା କରୁଛି କୁଖ୍ୟାତ ଅପରାଧୀ ହାଇଦର l

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top